#ବିଏମସି_ଅଫିସ_ଘେରାଉ_କରିଛନ୍ତି_ଭୁବନେଶ୍ୱର_ସାଙ୍ଗଠନିକ_ଜିଲ୍ଲା_ବିଜେପି_କର୍ମକର୍ତ୍ତା
ଦୀର୍ଘ 15 ଦିନ ହେବ ରାଜଧାନୀ ଭୁବନେଶ୍ବରରେ ଉଠୁନି ଅଳିଆ ଆବର୍ଜନା । ସ୍ମାର୍ଟ ସିଟିରେ ଅଳିଆର ପାହାଡ ଭୁବନେଶ୍ୱର ସହରର ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଲାଣି ହେଲେ ନିଦରେ ସୋଇଛି ବିଏମସି ।
#Bhubaneswar #BMCOffice #BJP #Odisha #ArgusNews