ନକଲି ସାର୍ଟିଫିକେଟ ଦେଇ ବୋର୍ଡ କର୍ମଚାରୀ ଗିରଫ । ସୁଇପର ସୁପର ଭାଇଜର ଭ୍ରମର ବର ନାୟକଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ। କେନ୍ଦୁଝରର ଜଣେ ବ୍ୟକ୍ତିକୁ 45,000 ଟଙ୍କାରେ ନକଲି OSTEET ସାର୍ଟିଫିକେଟ ବିକିଥିଲେ।
#ArgusNews #duplicatecertificate #boardemployee #arrested #OSTEET #Odisha