ଖରା ଦିନ ପୂର୍ବରୁ ଜଳିଲାଣି ଜଙ୍ଗଲ । ନିଆଁ ଲିଭାଇବାକୁ ନାହାନ୍ତି କର୍ମଚାରୀ । ଧିରେ ଧିରେ ବ୍ୟାପୁଛି ନିଆଁ । ବଲାଙ୍ଗିର ଜିଲ୍ଲା ଗୁର୍ଜିଭଟା ଗାଁ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ, କେହି ବି ନିଆଁକୁ ଆୟତ୍ତ କରାଯାଇନାହିଁ ।
#ArgusNews #Bolangir #kantabanji #ForestFire #Odisha