ବଲାଙ୍ଗୀର ମୁରିବାହାଲ ଗୁଡିଘାଟ ଗ୍ରାମରେ ଅଘଟଣ। ବୈଷ୍ଣବ ବାଗ ଜଣେ ଶ୍ରମିକ ଙ୍କ ବାଲି ବୋଝେଇ ଟ୍ରାକ୍ଟର ଚାପା ରେ ମୃତ୍ୟୁ ଘଟିଛି। ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୁଡିଘାଟ ଛକ ରେ କଣ୍ଟାବାଞ୍ଜି -ମୁରିବାହାଲ -ଟିକ୍ରାପଡ଼ା ରାସ୍ତାକୁ ଅବରୋଧ କରିଥିଲେ ।
#ArgusNews #Bolangir #LabourDeath #Protest #Odisha