ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିଇବା ପାଣିର ସୁବ୍ୟବସ୍ଥା କରୁଥିବା ଡିଣ୍ଡିମି ପିଟୁଥିବା ବେଳେ ପାଇକମାଲ ଅଞ୍ଚଳରେ ଏହା ସମ୍ପୂର୍ଣ ଫେଲ ମାରିଛି । ଏହି ଗାଁର ସ୍କୁଲ ପଡାରେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପିଇବା ପାଣି ଯୋଗେଇ ଦେବାତ ଦୁରୁର କଥା ଏମାନଙ୍କ ପାଇଁ ନଳକୂପ ଗୋଟିଏ ହେଲେ ଖୋଲି ନାହାନ୍ତି । ଯାହା ଫଳରେ ଏହି ପଡାର ଲୋକେ ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ବୁଖିନ ହେଉଛନ୍ତି ।
#ArgusNews #WaterProblem #drinkingwater #PublicIssue #Bolangir #Loisingha #Odisha