ପୁଣି ଦାଦନ ଶ୍ରମିକଙ୍କୁ ନିର୍ଯାତନା । ତେଲେଙ୍ଗାନା ଇଟାଭାଟିରେ ବଲାଙ୍ଗିରର ଦାଦନଙ୍କୁ ନିର୍ଯାତନା ।୧୦ରୁ ଅଧିକ ଶ୍ରମିକଙ୍କୁ ମାଡ଼ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଅଚଂଳରୁ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଇଟା ଭାଟିରେ କାମ କରିବାକୁ ପେଟପାଟଣା ପାଇଁ ଶ୍ରମିକ ସାଜି ଯାଇଛନ୍ତି ।
#ArgusNews #Bolangir #migrantProblem #Telangana #tortured #Odisha