ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା ପରେ ବିଷ ପିଇଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣାା ଘଟିଛି ବଲାଙ୍ଗିର ପାଟଣାଗଡ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲେଇ ଗାଁରେ। ସ୍ତ୍ରୀକୁ ପିଟି ମାରିବା ପରେ ବିଷ ପିଇ ସ୍ବାମୀର ଆତ୍ମହତ୍ୟା।
#Bolangir #patnagarh #Familyquarrels #Murder #Odisha #ArgusNews