ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ଗାଡ଼ିଟି ଚାଲୁଥିବା ସମୟରେ ଜଣେ ବ୍ୟକ୍ତି ଗାଡ଼ିରୁ ଧୁଆଁ ବାହାରିବା ଦେଖି ଚାଳକଙ୍କୁ ଗାଡ଼ି ଅଟକାଇବାକୁ ସୂଚନା ଦେଇଥିଲେ । ପରେ ଚାଳକ ଏଵଂ ସହ ଚାଳକ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ ।
#Bolangir #Titlagarh #Fire #Auto #Odisha #ArgusNews