ପୌର ନିର୍ବାଚନ ପରେ ଅଶାନ୍ତ ଢ଼େଙ୍କାନାଳ ରାଜନୀତି। ଶାସକ ଦଳ ପରିସ୍ଥିତି ଅଶାନ୍ତ କରାଉ ଥିବାର ବିଜେପି ର ଅଭିଯୋଗ। ଗତ କାଲି ବିଳମ୍ବିତ ରାତିରେ ଢ଼େଙ୍କାନାଳ ପୌରାଧ୍ୟାକ୍ଷ ଜୟନ୍ତୀ ପାତ୍ରଙ୍କ ଘର ଗେଟ୍ ଉପରକୁ ବୋମା ପକାଇ ଆକ୍ରମଣ କରିଛନ୍ତି ଦୁର୍ବୃତ। ଯାହାର ଫୁଟେଜ CCTV ରେ କଏଦ ହୋଇଛି।
#Dhenkanal #Mayor #Bomblast #CCTVCamera #bjp #complain #Odisha #ArgusNews