ପଶ୍ଚିମ ଓଡ଼ିଶାରେ ସୁସ୍ୱାଦୁ ଝାଲମୁଢ଼ି ଓ ମସଲା ଚଣା ବେଶ ଚାହିଦା ରହିଥିବା ବେଳେ ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ପ୍ରଥମ ଲୋକ ମହୋତ୍ସବ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ସୁସ୍ୱାଦୁ ଝାଲମୁଢି ଓ ମସଲା ଚଣା ଖାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ଉପସ୍ଥିତ ଦର୍ଶକ ।
#ArgusNews #Boudh #culturalprogram #deliciousjhalmuri #Odisha