ଚେରମୂଳୀ କଂଚା କ୍ଷୀର ସାହାଯ୍ୟରେ ଭଙ୍ଗା ହାଡ ଯୋଡି ହେଉଛି । ବୈଜ୍ଞାନିକ ଯୁଗରେ ଆଜି ବି ବଞ୍ଚି ରହିଛି ବୈଦିକ ରୀତିନୀତି । ବୌଦ୍ଧ ଜିଲ୍ଲାର ଅଞ୍ଚଳରେ ଥିବା ହରଭଙ୍ଗା ବ୍ଲକର ଭେଜିଗୁରା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଚିକିତ୍ସା । ବାବା ପେଟାଶ୍ୱରଙ୍କ କରୁଣାରୁ ଅଢେଇ ଓଳିରେ ଆରୋଗ୍ୟ ହେଉଛି ହାଡଭଙ୍ଗା ରୋଗୀ । ଦେଖିବା ଅର୍ଗସ ନିୟୁଜର ଏହି ରିପୋର୍ଟ
#ArgusNews #ayurvedatreatment #Boudh #Harabhanga #Orthopedicspatient #Odisha