ସବୁଠି ରାମମୟ ପରିବେଶରେ ଚାଲିଛି ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ର ମହାପ୍ରଭୁଙ୍କ ପୂଜାର୍ଚ୍ଚନା । ବୌଦ୍ଧ ଜିଲ୍ଲା ବନ୍ଧପlଲି ଠାରେ ନବନିର୍ମିତ ଭବ୍ୟ ଓ ସୁନ୍ଦର କାରୁକାର୍ଯ୍ୟରେ ଶୋଭିତ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମହିଳାମାନଙ୍କର ବିରାଟ କଳସ ଶୋଭାଯାତ୍ରା ହେବାସହ ଚବିଶ ପ୍ରହରୀ ନାମ ଯଜ୍ଞ, ହନୁମାନ ଚାଲିସା ହୋଇଛି l
#ArgusNews #Boudh #Ramanavami #Hindufestival #Ramanavami2023 #Lordramabirthday #Odisha