ଜୀବନରେ ଅନେକ ଆଶା ରଖିଥିଲେ ଦିନେ ପାଠପଢି ଚାକିରୀ କରବେ । ବାପା ମା'ଙ୍କ ଦୁଃଖ ଦୂର କରିବେ । ବାପା ଦେଖିଥିବା ସ୍ଵପ୍ନ ପୂରଣ କରିବେ । ହେଲେ ଆଜି ସେ ସ୍ଵପ୍ନ ଅଧୁରା ହୋଇରହିଯାଇଛି । ଆମେ କହୁଛୁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଡମ୍ଵରୁଧର ମଲିକଙ୍କ କଥା । ଦେଖନ୍ତୁ ଏହି ଭିଡିଓ ।
#ArgusNews #helpless #incident #strugglelife #OdishaGovt #Jajpur #Odisha