ଆଜି ଦୋଳପୂର୍ଣ୍ଣିମା । ଉତ୍ସବ ମୁଖର ବ୍ରହ୍ମଗିରିର ଡିମିରିସେଣା ଗାଁ । ଘଣ୍ଟ ମାର୍ଦଳ ଓ ଝାଞ୍ଜ ମୁର୍ଦଙ୍ଗରେ ପ୍ରକମ୍ପିତ ହେଉଛି ଗାଁ ଦାଣ୍ଡ । ବିମାନରେ ବିଜେ କରି ଦ୍ବାର ଦ୍ବାର ବୁଲି ଭୋଗ ଖାଉଛନ୍ତି ବ୍ରହ୍ମଗିରିର ଆରାଧ୍ୟ ଠାକୁର ବାବା ବାଲୁଙ୍କେଶ୍ବରଙ୍କ ଚଳନ୍ତୀ ପ୍ରତିମା ଓ ମଦନ ମୋହନ । ବିମାନ ଆଗେ ଆଗେ ନୃତ୍ୟ ପରିବେଷଣ କରୁଛନ୍ତି ନାଗା ମେଢ ।
#ArgusNews #Puri #Brahmagiri #DolaPurnima #Holi #devotees #Odisha