ବ୍ରାହ୍ମଣୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ଡ୍ୟାମ୍ ନିର୍ମାଣ କରୁଛି ଝାଡ଼ଖଣ୍ଡ । ହ୍ରାସ ପାଉଛି ବ୍ରାହ୍ମଣୀର ଜଳସ୍ତର । ଅଲେଖ ନାୟକଙ୍କ ତରଫରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ।
#riverbarrage #brahmaniriver #waterflow #HighCourt #alleged #decreasing #Odisha #ArgusNews