6 ଦିନ ପରେ ବି ମିଳୁନି ସ୍ବାଗତ ପଣ୍ଡାଙ୍କ କୌଣସି ଖବର । ସ୍ବାମୀଙ୍କ ନିଖୋଜ ଘଟଣାକୁ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ପତ୍ନୀ ଲିଜା ରାଣୀ ପଣ୍ଡା । ଲିଜାରାଣୀ କହିଛନ୍ତି ସୋମବାର ରାତି 9ଟା 30ପରେ ବାରମ୍ବାର କଲ କଲାପରେ ସେ ଫୋନ ରିସିଭ କରି ଆସୁଛି ବୋଲି କହିଥିଲେ କିନ୍ତୁ ଆସିଲେ ନାହିଁ
#Ganjam #GRS #Missingcase #SwagatPanda #ArgusNews #Odisha