ଗତ କାଲି ରାତିରେ ଧାରଣାରେ ବସିଥିବା ଦୀପିକାଙ୍କ ଉପରେ ପାଣି ଢାଳିଦେଲେ ଦିନେଶଙ୍କ ମାଆ । ଶାଢୀ, କମ୍ୱଳ ଓଦା ହୋଇଯାଇଥିଲା । ଏନେଇ ଦୀପିକା ପୋଲିସକୁ ସୂଚନା ଦେଇଛନ୍ତି । ପୁଣି ଚର୍ଚ୍ଚାରେ ବ୍ରହ୍ମପୁରର କେ ଦୀପିକାଙ୍କୁ ଧାରଣାସ୍ଥଳ।
#kdeepika #Controversy #womencommission #berhampur #maritalproblems #berhampurnews #odisha #argusnews