#ରାଜ୍ୟରେ_କାହିଁକି_ହେଉନି_ଛାତ୍ର_ସଂସଦ_ନିର୍ବାଚନ ?
ଗତ ଚାରିବର୍ଷ ଧରି ତିତିଲି ଓ କୋଭିଡ୍ ଆଳରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଛାତ୍ରସଂସଦ ଗଠନ ଓ ସିନେଟ୍ରେ ଛାତ୍ର ପ୍ରତିନିଧିତ୍ୱକୁ ବନ୍ଦ କରାଯାଇଛି । ଏଣୁ ରାଜ୍ୟରେ ଯଥାଶିଘ୍ର ଛାତ୍ର ସଂସଦ ନିର୍ବାଚନ କରାଯାଉ ଵୋଲି ଦାବୀ କରିଛି ଗଞ୍ଜାମ ଜିଲ୍ଲା ଛାତ୍ର ସଂଘଠନ
#Brahmapur #StudentUnion #Election #ArgusNews #Odisha