#ଦିଲ୍ଲୀ_ଦରବାରରେ_ପହଞ୍ଚିବେ_ଓଡ଼ିଆପୁଅ_ଅରୁଣ !
ଗଞ୍ଜାମର ଅରୁଣ ସାହୁଙ୍କ ନିଜ ହାତରେ ତିଆରି ହୋଇଥିବା କାଠର ହନୁମାନ ଚାଳିଶା ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗକୁ ଅରୁଣ ଏହାକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବେ । ଏହାସହ କେନ୍ଦ୍ରମନ୍ତ୍ରୀଙ୍କୁ କାଠରେ ତିଆରି ଫୋଟ ସହ ଭାରତ ମାନଚିତ୍ରକୁ ଉପହାର ଦେଇଛନ୍ତି
#Brahmapur #Artist #Discussion Dharmendra Pradhan Narendra Modi #Odisha #ArgusNews