#ମହାନଦୀ_ଭଳି_ଶୁଖିଯିବ_ବ୍ରାହ୍ଣଣୀ
ଉପରମୁଣ୍ଡରେ ଝାଡଖଣ୍ଡର ଏକାଧିକ ବ୍ୟାରେଜ ନିର୍ମାଣ ପରେ ଓଡ଼ିଶାରେ ହ୍ରାସ ପାଉଛି ବ୍ରାହ୍ମଣୀର ଜଳଧାରା । ସେପଟେ ଚୁପ୍ ବସିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏବେସୁଦ୍ଧା ଜବାବ ଦାଖଲ କରିନାହାଁନ୍ତି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।
#BrahmaniRiver #MahanadiRiver #Dry #Water #Odisha #ArgusNews