#ଚାଲିଛି_ସାମୁହିକ_ବ୍ରତୋପନୟନ
#ବ୍ରତ_ହେଉଛନ୍ତି_୧୦ରୁ_ଅଧିକ_ବ୍ରହ୍ମଚାରୀ
ବ୍ରତ ହେଲେ ୧୦ରୁ ଅଧିକ ବ୍ରହ୍ମଚାରୀ । ଏ ଦୃଶ୍ୟ ହେଉଛି ନିଆଳିର ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିର ପରିସରର । ଆର୍ଥିକ ସ୍ଥିତି ଭଲ ନଥିବା ବ୍ରାହ୍ମଣ ପରିବାରର ବ୍ରହ୍ମଚାରୀ ମାନେ ଏକତ୍ର ହୋଇ ବ୍ରତ ହୋଇଛନ୍ତି । ଯାହାଦ୍ଵାରା ବ୍ରହ୍ମଚାରୀ ଏବଂ ପରିବାର ବର୍ଗ ମାନେ ବହୁତ ଖୁସି ଥିବା କଥା କହିଛନ୍ତି ।
#ArgusNews #brataghara #worship #Niali #nilakantheswartemple #Brahminfamily #Odisha