ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତରେ ଭୁସଲାଡ଼ ପଞ୍ଚାୟତର ପଳସଖଣ୍ଡ ଗାଁ । ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଆରମ୍ଭର ୧୦ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନି ଉଣ୍ଡେର ନଦୀ ରେ ନିର୍ମାାଧୀନ ବ୍ରିଜ । ଯାହା ଫଳରେ ଆଖପାଖ ଅଞ୍ଚଳର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଖିବା କଣ୍ଟାବାଞ୍ଜିର ଉପାନ୍ତରୁ ଏହି ରିପୋର୍ଟ ।
#ArgusNews #bridge #construction #Palskhandvillage #development #OdishaGovt #Odisha #Balangir