ଏ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦିଗାଁ ପଞ୍ଚାୟତ ଅଧିନସ୍ଥ ମଧୁବିଶାଳୀ ଗାଁକୁ ଯିବା ନଦୀ ପୋଲର ଦୃଶ୍ୟ । ନଦୀରେ ପାଣି ଫୁଲି ଉଠିଲେ ପାରି ହୋଇ ଏ କୁଳରୁ ସେ କୁଳକୁ ଯିବା ପାଇଁ ସକ୍ଷମ ହେଉନାହାଁନ୍ତି ଗ୍ରାମବାସୀ । କୈାଣସି ଜରୁରୀ କାମ ପଡ଼ିଲେ ଯିବାକୁ ବହୁ କଷ୍ଟ ହେଉଛି ।
#ArgusNews #BridgeProblem #Koraput #nandi #villagers #development #OdishaGovt #Odisha