ଆଜି ବଜେଟ୍ ଅଧିବେଶନର ଦୃତୀୟ ଦିନ । ଉପସ୍ଥାପିତ ହେବ ଇକୋନୋମି ସର୍ଭେ ରିପୋର୍ଟ । ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଗୃହରେ ଲାଗିରହିଛି ହାଲ୍ଲାବୋଲ୍ । CBI ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି ।
#ArgusNews #BudgetSession #Economysurveyreport #assembly #Odisha