#ଜମିବ_ବୁଢୀ_ଠାକୁରାଣୀ_ଯାତ୍ରା
ଧୁମଧାମରେ ରେ ହେବ ଓଡ଼ିଶା ତଥା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା। ଯାତ୍ରା ପାଇଁ ଶୁଭଖୁଣ୍ଟି ମଧ୍ୟ ସ୍ଥାପିତ ହୋଇସାରିଛି। ଯାତ୍ରାର ମୁଖ୍ୟ ଆୟୋଜକ ଦେଶୀ ବେହେରାଙ୍କ ଆଗରେ ତାରିଖ ଏବଂ ସମୟ ମଧ୍ୟ ଲଗ୍ନ ଅନୁଯାୟୀ ସିଦ୍ଧାନ୍ତି ସୂଚନା ଦେଇଛନ୍ତି...।
#ArgusNews #berhampur #BudhiThakuraniYatra #Lagna #Odisha