#ବିଲ୍ଡର_ବଡନେତା_ବଡବାବୁ_ବେଆଇନ_ନିର୍ମାଣ
#ରାଜଧାନୀରେ_କେବେ_ଭାଙ୍ଗିବ_ବେଆଇନ_ଆପାର୍ଟମେଣ୍ଟ
ବିଧାନସଭାରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ବଢାଇଲା ବିତର୍କ । ଆପାର୍ଟମେଣ୍ଟ ଭାଙ୍ଗିବା ନିର୍ଦ୍ଦେଶ ପରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ। ବିଡିଏ-ବିଏମସି ଦୋଷ ଠେଲାଠେଲି ।
#illegalapartment #BMC #BDA #Bhubaneswar #builders #Odisha #ArgusNews