#ମୌଳିକ_ସୁବିଧାରୁ_ବଞ୍ଚିତ_ମୟୂରଭଞ୍ଜର_ବୁରୁଡ଼ିହି_ସାହି
ସରକାରୀ ଯୋଜନାରୁ ବହୁ ଦୂରରେ ଏଠାକାର ଗ୍ରାମବାସୀ । ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଳକର ଅନ୍ଧାରି ମୂଲକ ଖଡମବେଡା ପଞ୍ଚାୟତରେ ଥିବା ଏହି ଗାଁରେ ରହୁଛନ୍ତି ପାଖାପାଖି 300ରୁ ଅଧିକ ଲୋକ । କିନ୍ତୁ ଦୁର୍ଭାଗ୍ୟ ଏହି ଗାଁକୁ ପକ୍କା ରାସ୍ତାଟିଏ ନାହିଁ ।
#BasicFacilities #governmentplans #Mayurbhanj #Odisha #ArgusNews