#ଉପ_ନିର୍ବାଚନ_ବନାମ୍_ଆଇନଶୃଙ୍ଖଳା_ତାତି
#ଏସଏଚଜି_ଭରସାରେ_ବିଜେଡି_କର୍ମୀ_ନୁହେଁ_କର୍ମଚାରୀ_ଶକ୍ତି
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଏବଂ ନାବାଳକ ସମର୍ଥଙ୍କ ହତ୍ୟାକୁ ନେଇ ଟୁଇଟ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#ArgusNews #NabaDas #DeathIssue #BJD #BJP #ByElection #lawandorder #jharsuguda #Odisha