#ପିଏମଶ୍ରୀ_ସ୍କୁଲକୁ_କ୍ୟାବିନେଟ୍_ମଞ୍ଜୁରି
#ଜ୍ଞାନକୌଶଳରେ_ସମୃଦ୍ଧ_ହେବ_ସ୍କୁଲ
ପିଏମଶ୍ରୀ ସ୍କୁଲ। ଯେଉଁଠି ଦ୍ବାଦଶ ଶ୍ରେଣୀ ପରେ ପ୍ରତିଯୋଗୀତାମୂଳକ ଦୁନିଆରେ ନିଜକୁ ପ୍ରସ୍ତୁତ କରିପାରିବେ ଏଠାକାର ଛାତ୍ରଛାତ୍ରୀ । ଏହା ହିଁ ପିଏମଶ୍ରୀ ସ୍କୁଲର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#School #pmshrischeme #UnionMinister #DharmendraPradhan #ArgusNews