ଠାବ ହେଲା ଶର୍ମିଷ୍ଠାଙ୍କ ଗାଡି । ରାଜଧାନୀର ନିକାଞ୍ଚ ଅଂଚଳରୁ ମିଳିଲା ଶର୍ମିଷ୍ଠାଙ୍କ କାର । ଅପହରଣ ପରେ ପୋଲିସର ନଜର ହଟେଇ ଗାଡି ଲୁଚେଇ ଦେଇଥିଲେ ଶର୍ମିଷ୍ଠା । ମାନସକୁ ଚନ୍ଦବାଲିରୁ ଅପହରଣ ପଛରେ ଏହି ଗାଡି ଥିବା ଅନୁମାନ କରୁଛି ପୋଲିସ ।
#Bhadrak #CameraMan #ManasSwain #MurderCase #sarmstha #car #Police #investigation #Odisha #ArgusNews