କେବେ ଖୋଲିବ ମାନସ ସ୍ଵାଇଁ ମୃତ୍ୟୁ ରହସ୍ୟ? । ହତ୍ୟାକାଣ୍ଡରେ ଦୁଇ ପାୱାରଫୁଲ୍ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି । ମାନସଙ୍କ ପତ୍ନୀ ଏବଂ ପରିବାର ଆଣିଛନ୍ତି ସାଘାଂତିକ ଅଭିଯୋଗ । ଏହି ଦୁଇ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠା ରାଉତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
#Bhadrak #CameraMan #ManasSwain #MurderCase #Minister #OdishaCM #Odisha #ArgusNews