#କ୍ୟାମେରାମ୍ୟାନ_ମାନସ_ସ୍ବାଇଁ_ହତ୍ୟା_ମାମଲାରେ_ଚାଞ୍ଚଲ୍ୟକର_ଖୁଲାସା
ଟଙ୍କା ଦେଇ ଦୁଇ ଦାଗୀ ବିଜେଡି ବିଧାୟକ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ର ମୁହଁ ଚୁପ୍ କରିବାକୁ କରିଥିଲେ ଉଦ୍ୟମ। ମାନସ ମାଆ ଓ ସ୍ତ୍ରୀଙ୍କ ଅଭିଯୋଗ ପରେ କିଏ ଓ କାହିଁକି ଟଙ୍କା ଦେଇଥିଲେ ହେବକି ତଦନ୍ତ ?
#ArgusNews #cameraman #DeathCase #PratapJena #DibyasankarMishra #Complaint #Odisha