#ବ୍ରଜରାଜନଗରରେ_ଜମୁଛି_ପ୍ରଚାର
#ମଇଦାନରେ_ସବୁ_ଦଳର_ହେଭିୱେଟ
ବ୍ରଜରାଜନଗରରେ ବିଗ୍ ଫାଇଟ୍ । ଜମୁଛି ପ୍ରଚାର । ଗଡ ଜିତିବା ପାଇଁ ୩ ପ୍ରମୁଖ ଦଳର କସରତ୍ ଜାରି । ଘରଘର ବୁଲି ଚାଲିଛି ପ୍ରଚାର । ରୋଡ ସୋ କରୁଛନ୍ତି ପ୍ରାର୍ଥୀ
#Jharsuguda #Brajarajnagar #ByElection #BJP #BJD #Congress #Odisha #ArgusNews