#ଧାମନଗର_ଉପନିର୍ବାଚନ_ପାଇଁ_ପ୍ରାର୍ଥୀ_ଚୟନ_କସରତ
#ବିଷ୍ଣୁ_ସେଠୀଙ୍କ_ପୁଅ_ପ୍ରାର୍ଥୀ_ହେବା_ନେଇ_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନଙ୍କ_ଇଶାରା
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଏ ଇଶାରା ପରେ ମଇଦାନରେ ବିଜେପିର ସମ୍ଭାବ୍ୟ ଧାମନଗର ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ..ଗତକାଲି ପୂଜା ମଣ୍ଡପ ବୁଲିବା ପରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲିଛନ୍ତି.. ବାପାଙ୍କ ଅନୁଗତଙ୍କୁ ଭେଟିବା ସହ କର୍ମୀଙ୍କ ଘରେ ଭୋଜନ କରିଛନ୍ତି
#ByElection #BJD #BJP #Congress #Bhadrak #Dhamnagar #Odisha #ArgusNews