ରାଜଧାନୀରେ ସିରିଜ ଦୁର୍ଘଟଣା ।
ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା ଘଟାଇଲା ମଦ୍ୟପ କାର ଚାଳକ । ଦୁର୍ଘଟଣାରେ 4ରୁ ଅଧିକ ଲୋକ ଆହତ । କାର ସହ ଚାଳକକୁ ଅଟକ ରଖିଲା ନୟାପଲ୍ଲୀ ଥାନା ପୋଲିସ
#Bhubaneswar #Xavierchhak #seriesaccident #Caraccident #Nayapalipolice #ArgusNews