ସମ୍ବିଧାନର 341 ଧାରା ଅନୁସାରେ ଅନୁସୂଚିତ ଜାତିର ଲୋକମାନେ ଧର୍ମାନ୍ତକରଣ କରିଲା ପରେ ତାଙ୍କର ସଂରକ୍ଷିତ ସୁବିଧା ହରାଉଛନ୍ତି । କିନ୍ତୁ ଧାରା 342 ଦ୍ବାରା ଅନୁସୂଚିତ ଜନଜାତି ମାନଂକ ପାଇଁ ସେପରି ନିୟମ ଲାଗୁ କରାଯାଇ ନାହିଁ ।
#ArgusNews #Caste #protest #meeting #JanataMaidan #Bhubaneswar #Constitution #Odisha