#ଶିଳ୍ପପତି_ମହିମା_ମିଶ୍ରଙ୍କୁ_ଚାଲିଛି_ସିବିଆଇ_ଜେରା
ଭୁବନେଶ୍ବର ଅଫିସରେ ମହିମାଙ୍କୁ ଜେରା ଚାଲିଥିବା ବେଳେ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ୨୫ଲକ୍ଷ ଲାଞ୍ଚ ଦେଇ ବଡ ଠିକା ହାତେଇବାର ସଙ୍ଗୀନ ଅଭିଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟର ମୁଖ୍ୟ ମେକାନିକାଲ ଇଞ୍ଜିନିୟର ସରୋଜ କୁମାର ଦାସଙ୍କ ସମେତ ସୁମନ୍ତ ରାଉତ, କେସିଟି ଗ୍ରୁପର ପୋର୍ଟ ଅପରେସନ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର ଓ ଷ୍ଟିଭେଡର୍ସ ଲିମିଟେଡର ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି ।
#MahimaMishra #CBI #arrested #ArgusNews