ସାମ୍ନାକୁ ଆସିଲା ଜମ୍ମୁ ଆତଙ୍କୀ ଆକ୍ରମଣର ସିସିଟିଭି ଭିଜୁଆଲ୍ । ଜମ୍ମୁରେ ଜୈସ୍-ଏ-ମହମ୍ମଦ ପକ୍ଷରୁ ଆତଙ୍କ ଖେଳାଇବାର ଷଡ଼ଯନ୍ତ୍ର ସଫଳ ହୋଇନି। ଆତଙ୍କୀଙ୍କୁ ମାରିବାରେ ସଫଳ ହୋଇଛି ଭାରତୀୟ ସେନା । ସେପଟେ ସୁଞ୍ଜୱାନରେ CISF ଯବାନଙ୍କ ବସ୍ ଉପରେ ଆକ୍ରମଣ କରାଯାଇଥିବାର ଭିଜୁଆଲ ସାମ୍ନାକୁ ଆସିଛି।
#jammu #TerroristAttack #CCTVFootage #JaisheMohammed #indianarmy #CISF #ArgusNews