କଟକ ସିଡିଏ ଆବାସିକ ଅଞ୍ଚଳରେ ବଢୁଛି ଭାରିଯାନଙ୍କ ପ୍ରାଦୁର୍ଭାବ । କେବେ ବାଲି ବୋଝେଇ ଟ୍ରକ ଓ ହାଇୱା, ତ କେତେବେଳେ ବସ୍ ଦୃତ ଗତିରେ ଗଡୁଛି । ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିଲେ ସୁଦ୍ଧା କାହାରି ନଜର ଏଠି ପଡୁନି ।
#ArgusNews #Truck #CDA #Accident #Cuttack #Odisha