ରାକ୍ଷୀ ପୂର୍ଣ୍ଣିମା, ଭାଇ-ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ । ଭାଇ ଓ ଭଉଣୀଙ୍କ ମଧ୍ୟରେ ଭଲପାଇବା ଓ ବନ୍ଧୁତ୍ବକୁ ଦୃଢ଼ କରିବାର ପର୍ବ । ଆଜିର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ଉଜ୍ବଳ ଭବିଷ୍ୟତ କାମନା କରିଛି । ଭାଇର ଦୀର୍ଘାୟୁ ପାଇଁ କରିଛି ପୂଜାର୍ଚ୍ଚନା
#Bhubaneswar #Cuttack #RakshaBandhan #Festival #Odisha #ArgusNews