ଆଜି ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୪ ତମ ପ୍ରତିଷ୍ଠା ଦିବସ । କୋରାପୁଟ ଜିଲ୍ଲା ସୁନାବେଡ଼ା କ୍ୟାମ୍ପସରେ ଏହି ଦିବସ ପାଳନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#Sunabeda #centraluniversityofodisha #FoundationDay #DharmendraPradhan #Odisha #ArgusNews