#ଆଗାମୀ_ନିର୍ବାଚନ_ପାଇଁ_ପ୍ରସ୍ତୁତି_ଆରମ୍ଭ
କେନ୍ଦ୍ର ସରକାରଙ୍କ ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦୁଇଦିନିଆ ମୟୁରଭଞ୍ଜ କରଞ୍ଜିଆ ଗସ୍ତ। ସେଠାରେ ପହଞ୍ଚି ଖିଚି° ଠାରେ କୀଚକେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ନିଜ ହାତରେ ଗାେମାତାଙ୍କୁ ଖୁଆଇଲେ ମନ୍ତ୍ରୀ ।
#ArgusNews #CentralMinister #ArjunMunda #MayurbhanjVisit #Odisha