ଶେଷ ହୋଇଛି ଚନ୍ଦନେଶ୍ଵର ଙ୍କ ଚଡକ ଯାତ୍ରା ୫ମ ଅର୍ଘ୍ୟ । ଏହି ୫ମ ଅର୍ଘ୍ୟର ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଆସି ଉପବୀତ ରହି ବ୍ରତ ଧାରଣ କରିଛନ୍ତି lଏଥର ଚଡକ ଯାତ୍ରା ରେ 10 ଲକ୍ଷ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ଯାପକ ବ୍ଯବସ୍ଥା କରାଯାଇଛି
#ArgusNews #ChadakJatra #Festival #Balasore #Odisha