ଆରମ୍ଭ ହୋଇଛି ବାଲେଶ୍ବରର ପ୍ରସିଦ୍ଧ ଚଡ଼କ ଯାତ୍ରା
୩୦ ହଜାର ଲୋକଙ୍କ ସମାଗମ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛନ୍ତି ହଜାର ହଜାର ଭକ୍ତ। ଶେଷ ହୋଇଛି ଭୋଗରାଇ ବ୍ଲକର ପୂର୍ବ ଭାରତ ପ୍ରସିଦ୍ଧ ଆଶୁତୋଷ ବାବା ଚନ୍ଦନେଶ୍ବର ମହାଦେବଙ୍କ ପବିତ୍ର ଚଡ଼କ ପର୍ବର ୫ମ ଅର୍ଘ୍ୟ।
#ArgusNews #ChadakaMela #Bhograi #ChandaneswarTemple #devotee #balasore #Odisha