ନୀଳଗିରି ବ୍ଲକ ଗୋପୀନାଥପୁର ଅଞ୍ଚଳରେ ସମାଜସେବୀ ବିଦ୍ୟାଧର ବାରିକ ଗୋଟିଏ ଆହତ ଚମ୍ପା ନାଗ ସାପକୁ ଉଦ୍ଧାର କରିଥିଲେ। ପରେ ସାପଟିକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ସ୍ୱର୍ଣ୍ଣଚୁଡ ଜଙ୍ଗଲରେ ଛଡ଼ାଯାଇଛି ।
#Balesore #Nilagairi #socialworkers #Champasnake #VeterinaryHospital #SwornachudaForest #Odisha #ArgusNews