#ଆରମ୍ଭ_ହେବ_ମାର୍ଚ୍ଚ_୨୪_ତାରିଖରେ_ଚାନ୍ଦବାଲିରେ_ଏନଏସି_ନିର୍ବାଚନ
ଚାନ୍ଦବାଲିରେ ପ୍ରମୁଖ ୩ ଦଳର ପକ୍ଷରୁ ଏବେ ଭୋଟରକୁ ମନାଇବାକୁ ୩ ଦଳର ପାର୍ଥୀ ମାନେ ଘରଘର ବୁଲିବା ଆରମ୍ଭ କରି ଦେଇଛନ୍ତି । ଚାନ୍ଦବାଲି ଏନଏସି ର ପ୍ରଥମ ନିର୍ବାଚନ ହୋଇଥିବାରୁ ୩ ଦଳର କର୍ମୀ ଓ ନେତା ମାନେ ନିଜ ଦଳକୁ ଜିତାଇବାକୁ ଜାନ ଲାଗଇ ଦେଇଛନ୍ତି ।
#chandbali #BJD #elections #vote #candidate #Odisha #ArgusNews