#ନୟାଗଡ଼_ବନଖଣ୍ଡରେ_ରଥ_କାଠ_ସଙ୍କଟ !
ଶେଷ ହେବାକୁ ବସିଲାଣି ଗଛ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ କାଠ ଯୋଗାଣରେ ସୃଷ୍ଟି ହେବାକୁ ଯାଉଛି ବଡ଼ ସମସ୍ୟା । ରଥ ସଂହିତା ଅନୁସାରେ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ କାଠ ଆସିଥାଏ । ଦେଖିବା ଏହି ରିପୋର୍ଟ
#Nayagarh #RathaKatha #Nayagarhforest #PuriRathaYatra #ArgusNews #Odisha