କୁହାଯାଏ ଦ୍ଵିତୀୟ ପୁରୀ ହେଉଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି । ଏହା କେବଳ ଯେ ଆମେ କହୁଛୁ ତାନୁହେଁ । ଏନେଇ ସାଧାରଣ ଲୋକଙ୍କ ବିଶ୍ହୁବାସ ମଧ୍ୟ ରହିଛି । ତେଣୁ ପୁରୀକୁ ଯାଇପାରୁନଥିବା ଭକ୍ତମାନେ ପାରଳାଖେମୁଣ୍ଡିକୁ ଯାଇ ଭଗବାନଙ୍କୁ ଦର୍ଶନ କରି ଧନ୍ୟ ମନେ କରିଥାନ୍ତି ।
#Gajapati #Rathayatra2022 #Odisha #ArgusNews