#ଲଲିପପ୍_ଦେଇ_ଭଣ୍ଡେଇ_ଦେଲେ_ସରକାର
#ରାଜ୍ୟ_ପାଇଁ_ଗୌରବ_ଆଣିଥିବା_ଆଥଲେଟଙ୍କୁ_ଧୋକ୍କା
ସତ ବନାମ ପ୍ରଚାର। ଖେଳାଳିଙ୍କୁ ରାଜ୍ୟର ସରକାରଙ୍କ ସମ୍ନାନର ଅସଲ ମୁଖା ଖୋଲି ଦେଇଛନ୍ତି ଆଥଲେଟ୍-ଅଲମ୍ପିଆନ୍ ଦୂତୀ ଚାନ୍ଦ। ଫେସବୁକରେ ପ୍ରମାଣ ପକାଇ ରାଜ୍ୟ ସରକାରଙ୍କୁ କରିଛନ୍ତି ପ୍ରଶ୍ନ
#Olympicathlete #DuteeChand #OdishaGovt #Sports #Odisha #ArgusNews