ସରିଲା ଧର୍ମର ମାସ, ଆଜି ଛାଡଖାଇ। କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ପାଳୁଛନ୍ତି ଛାଡ଼ଖାଇ। ଏଥପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନାରେ ମଧ୍ୟ ଗ୍ରାହକଙ୍କ ଭିଡ ଜମିଛି।
#Chhadakhai #nonvegmarket #Nonveg #Bhubaneswar #Odisha #ArgusNews